ହେନେରି କ୍ୟାଭେଣ୍ଡିସ୍
ହେନେରି କ୍ୟାଭେଣ୍ଡିସ୍ Henry Cavendish | |
---|---|
ଜନ୍ମ | |
ମୃତ୍ୟୁ | ୨୪ ଫେବୃଆରୀ ୧୮୧୦ | (ବୟସ ୭୮)
ଜାତୀୟତା | ବ୍ରିଟିଶ୍ |
ଶିକ୍ଷାନୁଷ୍ଠାନ | କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଉଦଜାନର ଆବିଷ୍କାର ପୃଥିବୀର ଘନତ୍ୱ ମାପ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ |
ହେନେରି କ୍ୟାଭେଣ୍ଡିସ୍ (English: Henry Cavendish) ଜଣେ ବ୍ରିଟିଶ୍ ବୈଜ୍ଞାନିକ । ସେ ଉଭୟ ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ । ସେ ଫ୍ରାନ୍ସର ନାଇସ ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍ କ୍ୟାଭେଣ୍ଡିସ୍ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନଗୁଡ଼ିକ ମଧ୍ୟରୁ ସେ ଉଦ୍ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ ।
ଜୀବନୀ
[ସମ୍ପାଦନା]ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ରସାୟନ ବିଜ୍ଞାନ ଗବେଷଣା
[ସମ୍ପାଦନା]ପୃଥିବୀର ଘନତା
[ସମ୍ପାଦନା]ବିଦ୍ୟୁତ ସମ୍ପର୍କିତ ଗବେଷଣା
[ସମ୍ପାଦନା]ମୃତ୍ୟୁ
[ସମ୍ପାଦନା]ବ୍ୟକ୍ତିତ୍ୱ
[ସମ୍ପାଦନା]ଗୁରୁତ୍ତ୍ୱପୂର୍ଣ୍ଣ ରଚନବଳୀ
[ସମ୍ପାଦନା]- Cavendish, Henry (1921). Scientific Papers. Vol. 1. Cambridge: Cambridge University Press. – edited by James Clerk Maxwell and revised by Joseph Larmor
- Cavendish, Henry (1921). Scientific Papers. Vol. 2. Cambridge: Cambridge University Press. – edited by James Clerk Maxwell and revised by Joseph Larmor
- Cavendish, Henry (1879). The Electrical Researches of the Honourable Henry Cavendish. Cambridge: Cambridge University Press. – edited by James Clerk Maxwell
ଆଧାର
[ସମ୍ପାଦନା]ଆହୁରି ପଢନ୍ତୁ
[ସମ୍ପାଦନା]- Cavendish, Christa Jungnickel and Russell McCormmach, American Philosophical Society, 1996, ISBN 0-87169-220-1, 414 pp.
- Cavendish: The Experimental Life, Christa Jungnickel and Russell McCormmach, Bucknell University Press, 1999, ISBN 0-8387-5445-7, 814 pp.
ବାହାର ଲିଙ୍କ
[ସମ୍ପାଦନା]- Chisholm, Hugh, ed. (1911). . Encyclopædia Britannica Eleventh Edition (11th ed.). Cambridge University Press.
- The Life of the Honourable Henry Cavendish by George Wilson, London, 1851.
- Experiments on Air by Henry Cavendish, Edinburgh: William F. Clay (1893) – Alembic Club reprint number 3.
- "The Mean Density of the Earth" by J. H. Poynting, London: Charles Griffin and Company (1894).
- The Laws of Gravitation: Memoirs by Newton, Bouguer and Cavendish, edited and translated by A. Stanley MacKenzie, New York: American Book Company (1900).
- Bowley, Roger. "The Cavendish Experiment". Sixty Symbols. Brady Haran for the University of Nottingham.